ସାହିତ୍ୟ ଓ ବିଜ୍ଞାନ : ଇଞ୍ଜିନିଅର ସୁନିଲ ବିଶ୍ଵାଳ

ସାହିତ୍ୟ ଓ ବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଇଞ୍ଜିନିଅର ସୁନିଲ ବିଶ୍ଵାଳ ଙ୍କ ସହିତ ରେଡିଓ କୋରାପୁଟ ର କଥାବାର୍ତା । ଏହି ୧୫ ମିନିଟ ର ବାର୍ତାଳାପ ଆପଣଙ୍କୁ ଭଲ ଲାଗିବ । ନିମ୍ନରେ ଥିବା ଅଡ଼ିଓ ଲିଙ୍କ ଉପରେ କ୍ଲିକ କରି ଶୁଣନ୍ତୁ