ଶାରଦୀୟ ବିଶେଷାଙ୍କ ପାଇଁ ପ୍ରସ୍ତୁତି ସମ୍ପର୍କରେ

ଓଡ଼ିଆ ସାହିତ୍ୟ ସାଧନା କ୍ଷେତ୍ରରେ ଶାରଦୀୟ ପୂଜା ପତ୍ରିକା ର ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଏ ଦିଗରେ କୋରାପୁଟ ଅଂଚଳର ଲେଖକ, କବି ଓ ଅନୁଵାଦକ ଙ୍କ ଅବଦାନ କିଛି କମ ନୁହେଁ। ଆସନ୍ତୁ ରେଡ଼ିଓ କୋରାପୁଟ ରେ ରବି ଶତପଥୀ ଓ ବିଜୟ ପ୍ରଧାନ ଙ୍କ ସହିତ ହୋଇଥିବା ଆଲୋଚନା କୁ ଶୁଣିବା। ଫୋଟୋ ଉପରେ କ୍ଲିକ କରନ୍ତୁ ଓ ଶୁଣନ୍ତୁ।