ଉତ୍ତରାଖଣ୍ଡ ର ସିଲ୍କିରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ମିଳିଛି। ଗତ ୧୭ ଦିନ ଧରି ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିଲା। ମଙ୍ଗଳବାର ସନ୍ଧ୍ୟା ୭ଟା ୫ ମିନିଟରେ ପାଇପ ଯୋଗେ ସମସ୍ତ ୪୧ ଜଣ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି । ଅଭିନନ୍ଦନ । ଏହି ଅବସରରେ ରେଡିଓ କୋରାପୁଟ ଇଁ :ସୁନିଲ ବିଶ୍ବାଳ ଙ୍କ ସହିତ ଚର୍ଚା କରିଛି । ଏଠାରେ କ୍ଲିକ କରନ୍ତୁ ଓ ଶୁଣାନ୍ତୁ । Here is a conversation with Er. Sunil Biswal on the rescue operation in Uttarakhand Tunnel mishap . Click on the Audio here and Listen in Odia
ଉତ୍ତରାଖଣ୍ଡ ର ସିଲ୍କିରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ମିଳିଛି। ଗତ ୧୭ ଦିନ ଧରି ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିଲା। ମଙ୍ଗଳବାର ସନ୍ଧ୍ୟା ୭ଟା ୫ ମିନିଟରେ ପାଇପ ଯୋଗେ ସମସ୍ତ ୪୧ ଜଣ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି । ଅଭିନନ୍ଦନ । ଏହି ଅବସରରେ ରେଡିଓ କୋରାପୁଟ ଇଁ :ସୁନିଲ ବିଶ୍ବାଳ ଙ୍କ ସହିତ ଚର୍ଚା କରିଛି । ଏଠାରେ କ୍ଲିକ କରନ୍ତୁ ଓ ଶୁଣାନ୍ତୁ ।