ମୁଖ୍ୟ ସଚିବ,ଓଡ଼ିଶାଙ୍କ ଅଧ୍ୟକ୍ଷତାରେ ଖରିଫ ଶସ୍ୟ କ୍ରୟ ୨୦୨୪-୨୫ ନିମନ୍ତେ ଧାନ କ୍ରୟ ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। Source : in ‘X’ By DM Koraput