
Koraput, Sept 13: Like every year, the Dussehra Festival Committee of Jeypore will bring out a memorial this year too. A preparatory meeting in this regard was held at the residence of Jeypore MLA Shri Tara Prasad Bahinipati, under whose patronage the publication will be released.
The memorial, titled ‘Aparajita-2025’, will feature the history, glory, and research-based writings on Jeypore. Dr. Paresh Rath has been named editor of the volume, while Dr. Suresh Das, Nabakrishna Rath, Harihar Karasudha Patnaik, Dr. Sudhanshu Shekhar Patnaik, Shrinath Mishra, and Nihar Ranjan Bishoi will serve on the editorial board.
The Committee has invited contributions from scholars, writers, and researchers of the region to enrich the publication.
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶହରା ମହୋତ୍ସବ କମିଟି ଏକ ସ୍ମରଣିକା ପ୍ରକାଶ କରିବେ।
ଏହାର ଏକ ପ୍ରସ୍ତୁତି ବୈଠକ ଜୟପୁର ମାନ୍ୟବର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତିଙ୍କ ବାସ ଭବନ ସ୍ତିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକଙ୍କ ପୃଷ୍ଠପୋଷକତା ରେ
‘ ଅପରାଜିତା-୨୦୨୫ ‘ ନାମିତ ଏହି ସ୍ମରଣିକା ରେ ଜଯପୁର ର ଐତିହ୍ୟ, ଗୌରବ ଓ ଗବେଷଣାତ୍ମକ ଲେଖା ମାନ ପ୍ରକାଶ ପାଇବ। ଏଥିରେ ଡ. ପରେଶ୍ ରଥ ସମ୍ପାଦକ ଓ
ସମ୍ପାଦନା ମଣ୍ଡଳୀରେ ଡ. ସୁରେଶ ଦାସ, ନବକୃଷ୍ଣ ରଥ, ହରିହର କରସୁଧା ପଟ୍ଟନାୟକ, ଡ.ସୁଧାଂଶୁ ଶେଖର ପଟ୍ଟନାୟକ , ଶ୍ରୀନାଥ ମିଶ୍ର, ନିହାର ରଞ୍ଜନ ବିଶୋଇ ପ୍ରମୁଖ ରହିଛନ୍ତି। ଅଞ୍ଚଳର ଜ୍ଞାନୀ, ଗୁଣି ଲେଖକ ଓ ଗବେଷକ ମାନଙ୍କ ଠାରୁ ଲେଖା ସଂଗ୍ରହ ପାଇଁ ଆହ୍ବାନ କରାଯାଇଛି।