RKPodcasts

Click & Listen in Radio Koraput : Traditional Song by Women from Baiga Tribe of MP. They were at Koraput today

The Baiga are an ethnic group found in central India primarily in the state of Madhya Pradesh, and in smaller numbers in the surrounding states of Uttar Pradesh, Chhattisgarh and Jharkhand. The largest number of Baiga is found in Baiga-chuk in Mandla district and Balaghat district of Madhya Pradesh.

Click & Listen in Radio Koraput : Traditional Song by Women from Baiga Tribe of MP. They were at Koraput today Read More »

Tribal Leader Shares Happiness over Govt.Decision on Non Transfer of Tribal Land

President of Koraput District Adivasi Mahasangh , Siba Muduli Express Happiness on the withdrawal of its stand  by State Govt.on the issue of Tribal Land Transfer to Non Tribals .The state government had recently withdrawn it’s decision to allow transfer of tribal land to non tribals even in scheduled areas .

Tribal Leader Shares Happiness over Govt.Decision on Non Transfer of Tribal Land Read More »

ସାହିତ୍ୟ ଓ ବିଜ୍ଞାନ : ଇଞ୍ଜିନିଅର ସୁନିଲ ବିଶ୍ଵାଳ

ସାହିତ୍ୟ ଓ ବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଇଞ୍ଜିନିଅର ସୁନିଲ ବିଶ୍ଵାଳ ଙ୍କ ସହିତ ରେଡିଓ କୋରାପୁଟ ର କଥାବାର୍ତା । ଏହି ୧୫ ମିନିଟ ର ବାର୍ତାଳାପ ଆପଣଙ୍କୁ ଭଲ ଲାଗିବ । ନିମ୍ନରେ ଥିବା ଅଡ଼ିଓ ଲିଙ୍କ ଉପରେ କ୍ଲିକ କରି ଶୁଣନ୍ତୁ

ସାହିତ୍ୟ ଓ ବିଜ୍ଞାନ : ଇଞ୍ଜିନିଅର ସୁନିଲ ବିଶ୍ଵାଳ Read More »

ସିନେମା ଓ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ରରେ ସୁର୍ଯ୍ୟ ଦେଓ ଙ୍କ ସୁନ୍ଦର ଆଲୋଚନା

ଆଜି କୋରାପୁଟ ସରକାରୀ ମହାବିଦ୍ୟାଳୟ ( ଡିଏଭି ମହାବିଦ୍ୟାଳୟ )ରେ ସିନେମା ଓ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ରରେ ସୁର୍ଯ୍ୟ ଦେଓ ଙ୍କ ସୁନ୍ଦର ଆଲୋଚନା ସମସ୍ତଙ୍କୁ ଆକର୍ଷିତ କରିଛି । ରେଡ଼ିଓ କୋରାପୁଟ ର ଏହି ଅଡିଓ କୁ କ୍ଲିକ କରି ସେହି ଆଲୋଚନା ରୁ କିଛି ଶୁଣନ୍ତୁ ।

ସିନେମା ଓ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ରରେ ସୁର୍ଯ୍ୟ ଦେଓ ଙ୍କ ସୁନ୍ଦର ଆଲୋଚନା Read More »