Literary Evening at koraput today

ଆଜି ସନ୍ଧ୍ୟା ରେ କୋରାପୁଟରେ ବର୍ଷା ପଡୁଥିଲା । କୋରାପୁଟିଆ ଶୀତ ଆଉ ତା ସାଙ୍ଗକୁ ଲଘୁଚାପ ବର୍ଷା । କିନ୍ତୁ ଏ ସବୁକୁ ଖାତିର ନ କରି କୋରାପୁଟ ଆଦିବାସୀ ସଂଗ୍ରହାଳୟ ଠାରେ କିଛି ସାହିତ୍ୟିକ ଙ୍କ ସମାବେଶ ହୋଇଥିଲା । କୋରାପୁଟ ସାହିତ୍ୟ ପରିବାର ଆୟୋଜନ କରିଥିଲା ଶିଶିର ସନ୍ଧ୍ୟା । ଆସନ୍ତୁ ଏହି ସାହିତ୍ୟ ଆସର ସମ୍ପର୍କରେ ଡ : ପ୍ରୀତିଧାରା ସାମଳଙ୍କ ସହ କଥାବାର୍ତା କରିବା । ଏଠାରେ କ୍ଲିକ କରନ୍ତୁ ଓ ଶୁଣନ୍ତୁ ରେଡିଓ କୋରାପୁଟ ..