ଭୁବନେଶ୍ୱର କୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ନିକଟ ଅତୀତରେ ଭୁବନେଶ୍ୱରରେ ପ୍ରିୟବ୍ରତ ପାତ୍ର ଭାଇଙ୍କ ସହିତ ରାଜାରାଣୀ ମନ୍ଦିର ଉଦ୍ୟାନ ରେ ବସିଥିବା ବେଳେ ତାଙ୍କୁ ଭୁବନେଶ୍ୱର ର ମନ୍ଦିର ଗୁଡିକ ସମ୍ପର୍କରେ କିଛି କହିବା ପାଇଁ ଆଗ୍ରହ ପ୍ରକାଶ କରିଥିଲି । ଆସନ୍ତୁ ତାଙ୍କୁ ଶୁଣିବା ରେଡ଼ିଓ କୋରାପୁଟରେ ….. କ୍ଲିକ କରନ୍ତୁ ଓ ଶୁଣନ୍ତ