Content : Paintings in Flipshow / Poems / Success Story of a Child/ Story / Travelogue / School Event
Paintings By Children
Poem “Moon” By Chitranjali Priyadarshini , Std.VIII , KV , Bhubaneswar
Not everyone has patience
Looking at wonderful colourful sky,
Where The silver moon shines
Reflecting its luminous rays
And increasing its ethereal beauty
But can only be seen when the night comes by
While the darkness sets in..
Sometimes blood red,
Sometimes yellow ,
Sometimes appearing like a pure white fellow
Despite myriad colours
it’s still the silver,
The invincible and distant moon
For its enchanting and distant beauty
For the universe, it’s a silver boon.
While glowing at night,
Enchanting the lily and night jasmine at sight
Becoming invisible when coming Dawn’s light
Breaking laziness of creatures from man to kite..
Let us look at and admire
Its cold beautiful light beam scattering over valley of flower.
…….
Story In Odia ଗଳ୍ପ ଶୀର୍ଷକ:- ଗଛର ଦୁଃଖ : By ରାଜେଶ୍ ରାୟ , ଜୟପୁର
ଗଳ୍ପ ଶୀର୍ଷକ:- ଗଛର ଦୁଃଖ
ଗଛ ମାନଙ୍କ ଦେହରେ ଜୀବନ ଅଛି । ସେମାନେ ଆମପରି ହସନ୍ତି , କାନ୍ଦନ୍ତି , କଷ୍ଟ ପାଆନ୍ତି ଏବଂ ପ୍ରତ୍ୟେକଟି ପରିସ୍ଥିତିକୁ ଅନୁଭବ କରିପାରନ୍ତି । ଏ କଥା ରାନୀ ତା ବାପାଙ୍କ ପାଖରୁ ଶୁଣୁଥିଲା । ରାନୀର ବାପା ଶିକ୍ଷକ ଭାବେ କାମ କରୁଥିଲେ ଏବଂ ଗଛ ମାନଙ୍କ ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ସଚେତନ କରୁଥିଲେ । ଦଶମ ଶ୍ରେଣୀରେ ପାଠ ପଢୁଥିବା ରାନୀ ବାପାଙ୍କ କଥାକୁ ଅଳ୍ପ ବହୁତେ ବୁଝି ପାରୁଥିଲା । ଦିନକର କଥା , ରାନୀ ସ୍କୁଲରୁ ଘରକୁ ଫେରୁଥାଏ । ହଠାତ୍ ସେ ରାସ୍ତାରେ ଦେଖିଲା କିଛିଲୋକ ଗଛ ଦେହରେ ବିଜ୍ଞାପନ ଛାପିବା ପାଇଁ କଣ୍ଟା ବାଡ଼ଉଥାନ୍ତି । ଆଉକିଛି ଲୋକ ଗଛ ଚାରିପଟେ ଲୁହାର ରଶି ଗୁଡ଼ାଇ ବ୍ୟାନର ବାନ୍ଧୁଥାନ୍ତି। ଏହାଦେଖି ରାନୀକୁ ଦୁଃଖ ଲାଗିଲା ଓ ବାପାଙ୍କ ପାଖରୁ ଶୁଣିଥିବା କଥା ତାର ମନେ ପଡ଼ିଗଲା ” ଗଛ ମାନଙ୍କୁ ବି ଆମଭଳି କଷ୍ଟହୁଏ ” । ବୟସରେ ସାନ ଥିବାରୁ ସେ ଲୋକମାନଙ୍କୁ କିଛି ନକହି ରାନୀ ସେଠାରୁ ଚାଲି ଆସିଲା । ତାପରଦିନ ସକାଳୁ ରାନୀ ଗୋଟିଏ ମନ୍ଦିରକୁ ବୁଲିବାକୁ ଯାଇଥିଲା । ସେଠାରେ ସେ ଦେଖିଲା ଗୋଟିଏ ବିଶାଳ ବରଗଛରେ ଭକ୍ତମାନେ ମାନସିକ ଡୋରି ବାନ୍ଧୁଥାନ୍ତି। ଆମ ଶରୀରରେ ସୂତାଖଣ୍ଡେ ଜୋରରେ ଭିଡ଼ିଲେ ଆମକୁ କାଟୁଛି ଗଛକୁ କଣ କାଟୁ ନଥିବ ? ରାନୀ ଏ କଥା ଭାବିଲା । ମନ୍ଦିରରୁ ଘରକୁ ଆସିବାପରେ ସମସ୍ତ ଘଟଣାକୁ ବାପାଙ୍କ ଆଗରେ ଗୋଟି ଗୋଟି କରି କହିଲା । ସବୁକଥା ଶୁଣିବା ପରେ ବାପା ରାନୀକୁ କହିଲେ ” ଲୋକମାନେ ସ୍ବାର୍ଥବାଦୀ ହୋଇ ଗଛ କାଟୁଛନ୍ତି , ସେମାନଙ୍କୁ କଷ୍ଟ ଦେଉଛନ୍ତି ଯାହାଦ୍ଵାରା ପରିବେଶ ନଷ୍ଟ ହେଉଛି। ଯେତେକହିଲେ ବି କେହି ଶୁଣୁନାହାନ୍ତି । ଗଛ ମାନଙ୍କ ଦେହରେ କଣ୍ଟା ବାଡ଼େଇବା , ରଶି ଗୁଡ଼ାଇବା ଦ୍ଵାରା ସେମାନଙ୍କ ବୃଦ୍ଧି ଓ ବିକାଶ ବାଧାପ୍ରାପ୍ତ ହେଉଛି । ଏହି କାରଣ ଯୋଗୁ ଅନେକ ଉଦ୍ଭିଦଙ୍କ ସଂଖ୍ୟା ଦିନକୁ ଦିନ କମିଗଲାଣି । ଯଦି ସେମାନଙ୍କୁ ସୁରକ୍ଷା ନ ଦିଆଯାଏ ତେବେ ଆଗାମୀ ଭବିଷ୍ୟତରେ ଆମେ କେହି ବଞ୍ଚିବାନି । ବାପାଙ୍କ ପାଖରୁ ସବୁକଥା ଶୁଣିବା ପରେ ରାନୀ ନିଷ୍ପତି ନେଲାଯେ କେହି ନହେଲେ ନାହିଁ ସେ ନିଜେ ଉଦ୍ଭିଦ ମାନଙ୍କ ସୁରକ୍ଷା ପାଇଁ କିଛି କରିବ । ନିଜ ପାଠ ପଢ଼ାରୁ ସମୟ ବାହାର କରି ପ୍ରତି ରବିବାର ଦିନ ସେ ବିଭିନ୍ନ ସ୍ଥାନକୁ ଗଲା ଏବଂ ନିଜ ଉଦ୍ୟମରେ ଗଛ ମାନଙ୍କ ଦେହରୁ କଣ୍ଟା କାଢ଼ିଲା, ମନ୍ଦିରକୁ ଯାଇ ଲୋକମାନଙ୍କୁ ବିଭିନ୍ନ ଉପାୟରେ ସଚେତନ କଲା ଏବଂ ସେ କରୁଥିବା ସମସ୍ତ କମାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଲା ଯାହାଦ୍ଵାରା ଅନ୍ୟ ଲୋକମାନେ ରାନୀର କାମକୁ ଜାଣିପାରିଲେ ଏବଂ ପ୍ରଶଂସା କଲେ । ସରକାର ମଧ୍ୟ ରାନୀର କାମରେ ଖୁସି ହୋଇ ତାକୁ ପୁରସ୍କୃତ କଲେ । ଏହାଦେଖି ଅନ୍ୟମାନେ ସଚେତନ ହେଲେ ଏବଂ ଗଛ ମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଲେ ।
Poem By ~kanish fathma , OAV , Machra , Koraput
A bird who is born in a cage.
Live in a cage .
Drink in a silver Bowl.
Eat costly things .
But dream to fly.
She wants
to fly with others,
Not to stay in cage.
To drink water from river,
Not form Silver Bowl.
To eat fruits from trees,
Not this costly things.
She believes that
When she get older ,
She will be stronger,
She will get freedom ,
Like other has!
TRAVELOGUE WRITING ON BHITARKANIKA VISIT by CHITRANJALI PRIYADARSHINI STD. -8 , KV, BBSR

Success Story : Asmit Pattnaik, age 6+ , studying in UKG of Saint Joseph’s High school Bhubaneswar got award & certificate in Tennis in an internal assessment tournament held at Kalinga Stadium under 12 & 14 category . Congratulations !

Event in School :Motivational talk delivered to students of Govt UGHS, Manbar in Koraput Block By Pratidhwani Biswal, Scientist,Fraunhofer Research Institute, Rostok,Germany and Abhijeet Sharma, Aviation Engineer, Seagull Aviation, Lithuania / Congratulations

Thanks a Lot to all the Children . Waiting for more for Ankurodgam-23 .