ମେଘନା : ଭାରତରେ ଥିବା ବାଂଲାଦେଶ ଶରଣାର୍ଥୀ ଙ୍କୁ ନେଇ ପ୍ରିୟବ୍ରତ ପାତ୍ରଙ୍କ ଉପନ୍ୟାସ ଲୋକାର୍ପିତ

ଭାରତରେ ଥିବା ବାଂଲାଦେଶ ଶରଣାର୍ଥୀ ଙ୍କୁ ନେଇ ପ୍ରିୟବ୍ରତ ପାତ୍ରଙ୍କ ଉପନ୍ୟାସ ଲୋକାର୍ପିତ ହୋଇଯାଇଛି । ସମ୍ବାଦ ପରିବାର ଦ୍ବାରା ପ୍ରକାଶ ପାଉଥିବା କଥା ମାସିକ ପତ୍ରିକାରେ ଧାରାବାହିକ ଭାବେ ସ୍ଥାନ ପାଇଥିବା ଶ୍ରୀ ପାତ୍ରଙ୍କ ଏହି ଉପନ୍ୟାସ କୁ ପୁସ୍ତକ ଆକାରରେ ପ୍ରକାଶ କରି ସମ୍ବାଦ ପରିବାର ତରଫରୁ ଏହା ନଭେମ୍ବର ୨୨ ତାରିଖରେ ଲୋକାର୍ପିତ ହୋଇଯାଇଛି । ରେଡିଓ କୋରାପୁଟ ର ଏହି ଲିଙ୍କ କୁ କ୍ଲିକ କରି ଏହି ପୁସ୍ତକ ସମ୍ପର୍କରେ ଶ୍ରୀ ପାତ୍ର ଙ୍କ ସହ ଆମ କଥାବାର୍ତା କୁ ଶୁଣନ୍ତୁ । A Novel on Refugees from Bangladesh was released by Sambad Media House at Bhubaneswar . Click on this link of Radio Koraput to listen Priyabrata Patra , the writer of this Novel on his journey and writing of this book . The conversation is in Odia