ସ୍ୱର୍ଗତ ଶ୍ରୀଯୁକ୍ତ ଟୁନେନ୍ଦ୍ର କୁମାର ପଟ୍ଟନାୟକ ସେ ଜଣେ ଏକାଧାରରେ ଦକ୍ଷ ଭାସ୍କର୍ଯ୍ୟ ଶିଳ୍ପୀ , ଚିତ୍ରଶିଳ୍ପୀ, ଏବଂ ମାଟି ମୂର୍ତ୍ତି ଶିଳ୍ପୀ | ଜୟପୁର ବିକ୍ରମଦେବ ମହାବିଦ୍ୟାଳୟ ଚାରୁ ଓ କାରୁକଳା ରେ ସେ ଅଧ୍ୟକ୍ଷ ଭାବରେ ନିଯୁକ୍ତ ଥିଲେ | ଅବସର ନେବା ପରେ ସେ ଭୁବନେଶ୍ୱର ଚାଲିଯାଇ ଥିଲେ | ସେଠାରେ କିଛି ବର୍ଷ ରହିବା ପରେ ଅସୁସ୍ଥତା ଯୋଗୁଁ ସେ ପ୍ରାଣ ତ୍ୟାଗ କରିଛନ୍ତି। ଜୟପୁର ବାସି ତଥା କଳାପ୍ରେମୀ ତାଙ୍କର ଏ ମୃତ୍ୟୁ ଖବର ଶୁଣି ମର୍ମାହତ | ଅମର ଆତ୍ମା ଙ୍କ ପ୍ରତି କୋରାପୁଟବାସି ଙ୍କ ପ୍ରାର୍ଥନା



