ଆଜି କୋରାପୁଟ ସରକାରୀ ମହାବିଦ୍ୟାଳୟ ( ଡିଏଭି ମହାବିଦ୍ୟାଳୟ )ରେ ସିନେମା ଓ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ରରେ ସୁର୍ଯ୍ୟ ଦେଓ ଙ୍କ ସୁନ୍ଦର ଆଲୋଚନା ସମସ୍ତଙ୍କୁ ଆକର୍ଷିତ କରିଛି । ରେଡ଼ିଓ କୋରାପୁଟ ର ଏହି ଅଡିଓ କୁ କ୍ଲିକ କରି ସେହି ଆଲୋଚନା ରୁ କିଛି ଶୁଣନ୍ତୁ ।