ସ୍ଵାଧୀନତା ସଂଗ୍ରାମୀ ବିପିନ ଚନ୍ଦ୍ର ପାଲ ଙ୍କ ସମ୍ପର୍କରେ ଦୁଇପଦ : ପ୍ରଫେସର ମୃଣାଳ ଚାଟେର୍ଜି ଙ୍କ ମୁଖରୁ

ପ୍ରଫେସର ମୃଣାଳ ଚାଟେର୍ଜି ସ୍ଵାଧୀନତା ସଂଗ୍ରାମୀ ବିପିନ ଚନ୍ଦ୍ର ପାଲ ଙ୍କ ସମ୍ପର୍କରେ ନିଜ ରେଡିଓ ବକ୍ତବ୍ୟ ରେ ଦୁଇପଦ ଉପସ୍ଥାପନ କରିଛନ୍ତି । ଆମେ ସାରଙ୍କ ପାଖେ କୃତଜ୍ଞ ଯେ ସେ ଏହି କଥାଟିକୁ ଆମ ପାଖକୁ ରେଡିଓ କୋରାପୁଟର ଶ୍ରୋତାଙ୍କ ପାଇଁ ପଠାଇଛନ୍ତି । ଏଠାରେ କ୍ଲିକ କରନ୍ତୁ ଏବଂ ଓଡିଆରେ ଶୁଣନ୍ତୁ ।